How to download Kalia yojana New list | କାଳିଆ ଯୋଜନା ର ନୂଆ ଲିଷ୍ଟ

ଆପଣ ମାନେ ତ ଜାଣନ୍ତି କି କାଳିଆ ଯୋଜନା ର ଆବେଦନ କରିବାର ସମୟ ଶେଷ ହୋଇଯାଇଛି | so, ଏବେ ତ ସବୁ ହିତାଧିକାରୀଙ୍କ ନୂଆ ଲିଷ୍ଟ ଆସି ଅଛି | ତ ଯଦି ଆପଣ ନୂଆ ଲିଷ୍ଟ ଦେଖି ବାକୁ ଚାଁହୁଛନ୍ତି ତାହାଲେ ଆପଣ ଶେଷ ପର୍ଯ୍ୟନ୍ତ ପଢନ୍ତୁ | ଏଥିରେ ଆମେ ଆପଣ ମାନଙ୍କ ପାଇଁ ଆଣିଛୁ | ନବୀନ ବାବୁଙ୍କ କେତୋଟି ନୂଆ ନିୟମ | ଜଣାନ୍ତୁ ଆପଣ କିପରି ଏଥିରେ ଲାଭ ଉଠାଇ ପାରିବେ | how to download Kalia yojana New list

Kalia Yojana
Kalia Yojana

The Kalia yojana is a scheme for the poor farmer. Also, people can apply for getting the benefits of the scheme. also, the Kalia yojana is over. so, the beneficiary list will be published. to know how to download Kalia yojana New list. Keep reading the article.

ଯଦି ଆପଣ କାଳିଆ ଯୋଜନା ର ନୂଆ ଲିଷ୍ଟ ଦେଖିବାକୁ ଚାଁହୁଛନ୍ତି | ତାହାଲେ ଯେପରି ମୁ କହୁଛି ସେହି ପରି କରନ୍ତୁ | ସେଥି ପାଇଁ ପୁରା ପଢନ୍ତୁ |

Chief Minister announced some new facility for all people. so, read the full article to know all the details. Also, you can get the process. how to download Kalia yojana New list

Kalia Yojana
Kalia Yojana

Now you can check easily the new list. The Kalia yojana beneficiary name list is now on the internet. Also, you can check in your panchayata office. Also, you can check the list online. Keep the following ways to see.

How to download Kalia yojana New list | କିପରି ଦେଖିବେ ଜଣାନ୍ତୁ

ଯଦି ଆପଣ ଚାହିଁବେ ତା ଆପଣ online ରେ ଦେଖି ପାରିବେ ତା ସହିତ ମଧ୍ୟ ଆପଣ ନିଜ ପଂଚାୟତ ଅଫିସ କୁ ଯାଇ ଦେଖି ପାରିବେ ଓ ଯଦି ଏ ବିଷୟ ରେ ଅଧିକ ଜାଣିବାକୁ ଚାଁହୁଛନ୍ତି ତାହା ହେଲେ ଆପଣ ବ୍ଲକ ଯାଇ ଅଧିକ ଜାଣି ପାରିବେ

ଯଦି ଆପଣ ଅନଲାଇନ ରେ ଦେଖିବାକୁ ଚାଁହୁଛନ୍ତି ତାହା ଲେ ଯାହା କୁହ ଯାଉଛି ତାହା କରନ୍ତୁ | ମାନେ ରଖନ୍ତୁ ଯଦି ଆପଣ ଠିକ ରେ ନ ପଢିବେ ତାହାଲେ ଆପଣ ହୁଏତ ଦେଖି ପାରିବେ ନାହିଁ |

First of all, you can check the beneficiary name of the Kalia yojana. so, you have to go your panchayata office. Also you can check the new list online. if you want to know more about Kalia Yojana. So, you can go to block office. Also, you can use the Kalia Help-line Number

Kalia Yojana
Kalia yojana

First of all, you have to go to the official website of Kalia Yojana. To know all the details. Also, to know How to download Kalia yojana New list.

ଆପଣ ନିଜ ମୋବାଇଲ ରେ ଯଦି ଦେଖି ବାକୁ ଚାଁହୁଛନ୍ତି ତାହାଲେ ତଳେ ଦିଆଯାଇଥିବା ଲିଙ୍କ ବା ୱେବ୍ସାଇଟ ଲିଙ୍କ କୁ କ୍ଲିକ କରିବେ ଓ ତା ପରେ କଣ କରିବେ ତଳେ ଲେଖା ହୋଇଛି ପଢନ୍ତୁ

The Official website : https://www.kalia.co.in/

Steps To See New Beneficiary list | ନୂଆ ଲିଷ୍ଟ ଦେଖିବାର ଉପାୟ

How to download Kalia yojana New list. So, to download the list. You have to go official website. Then follow the steps

ଆପଣ ଲିଷ୍ଟ ଦେଖିବା ପାଇଁ ପ୍ରଥମେ ନିଜ ମୋବାଇଲ ଫୋନ ରେ କାଳିଆ ଯୋଜନା ର ଅଫିସ website କୁ ଖୋଲନ୍ତୁ । ତା ପରେ ଆପଣ ନିଜର ଭାଷା କୁ English ଥିଲେ ଓଡ଼ିଆ ରେ ବଦଳେଇ ଦିଅନ୍ତୁ । ତାପରେ ଦେଖନ୍ତୁ ଯେଉଁଠି ହିତାଧିକାରୀ ଲେଖା ଥିବା ସେଠାରେ କ୍ଲିକ କରନ୍ତୁ ଓ ତାହା କଲା ପରେ ଆଉ ଗୋଟିଏ ନୂଆ ପେଜ ଆପଣ ଦେଖିବାକୁ ପାଇବେ ଯେଉଁଠାରେ କି ଆପଣଙ୍କୁ ନିଜର ଜିଲ୍ଲା ଓ ବ୍ଲକ ଦେବାର ଅଛି ଓ ଆପଣ ନିଜର ଜିଲ୍ଲା ଓ ବ୍ଲକ ଦେଲା ପରେ ଆପଣ ପୁଣି କିଛି ନୂଆ ଦେଖିବେ ଓ ସେଠାରେ ତୁମ ପଂଚାୟତ ର ନାମ ଖୋଜିବେ ତା ପରେ ଯଦି ଆପଣ କ୍ଷ୍ୟୁଦ୍ର ଚାଷୀ ପାଇଁ ଆବେଦନ କରିଛନ୍ତି ତାହାଲେ ଆପଣ ପ୍ରଥମେ ନାଲି PDF ଥିବା ତାକୁ ଖୋଲିବେ ଓ ଯଦି ଆପଣ ଭୂମି ହୀନ ଲାଗି ଆବେଦନ କରିଛନ୍ତି ତାହାଲେ ଆପଣ ଦ୍ଵିତୀୟ ନାଲି PDF କୁ ଖୋଲିବେ ତା ପରେ ଆପଣ ନିଜ ର ନାଁ ଅଛିକି ନାହିଁ ଦେଖି ପାରିବେ ଓ ଏହି କାରଣ ପାଇଁ ଆମେ ଆଉ ଗୋଟିଏ ଭିଡ଼ିଓ ତିଆରି କରିଛୁ ଯଦି ଠିକ ରେ ବୁଝି ବାକୁ ଚାଁହାନ୍ତି ତାହାଲେ ଦେଖନ୍ତୁ

ଓ ତଳେ ଆହୁରି କିଛି ନୂଆ ନିୟମ ଅଛି ଯାହାକି ମୁଖ୍ୟ ମନ୍ତୀ ଏବେ ଙ୍କୁ ଜଣାଇ ଛନ୍ତି ତାହା ଜାଣିବାକୁ ପୁରା ପଢନ୍ତୁ

  • First, you have to go official website.
  • Then you find an option the Beneficiary List. So, click on it.
  • Then a new window will open and you have put your District and Block. Then press on view.
  • Here you found the panchayat list of your Block.
  • Choose your Panchayat and Select of your applied options. means choose the category like landless or small, Marginal farmers.
  • Lastly, click on Pdf then Download will be started.
  • Open the Pdf To see The Beneficiary name list.

How to download Kalia yojana New list

kalia Yojana
Kalia Yojana

How to download Kalia yojana New list | ମୁଖ୍ୟ ମନ୍ତ୍ରୀଙ୍କ ନୂଆ ନୀୟମ

Here chief Minister declaerded to help students. So, Chief Minister inclued to help students in Kalia Yojana. Now Students can be get profited from the kalia Yojana. There no such proper signal. hoe to apply for this Yojana. So, at the site to your bookmark and follow us to get new updates about it.

ବର୍ତମାନ ମୁଖ୍ୟମନ୍ତ୍ରୀ ନୂଆ ନିୟମ ଅନୁସାରେ ଆଗକୁ ପଢି ବାକୁ ଚାଁହୁ ଥିବା ପିଲା ମାନେ ନିଜର ପଢା ଲାଗି ସହାୟତା ପାଇଁ ପାରିବେ କିନ୍ତୁ ଏହାକୁ ନେଇ କିପରି ସହାୟତା ଦିଆ ଯିବା କିଛି ସଠିକ ତଥ୍ୟ ଆସି ନାହିଁ ଓ ଯଦି ଆପଣ ଚାଁହୁଛନ୍ତି ଆପଣଙ୍କୁ ଆମେ ଜଣାଇବୁ ତାହାଲେ comment ରେ ନିଜର ମୋବାଇଲ ନମ୍ବର ଦିଅନ୍ତୁ ଯେଉଁଥିରେ ଆପଣ WhatsApp ଚଳାଉଛନ୍ତି

ଯଦି ଆପଣ କାଳିଆ ଯୋଜନା ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି କିମ୍ବା କୌଣସି ସହାୟତା ଚାଁହୁଛନ୍ତି ତାହାଲେ କାଳିଆ ହେଲ୍ପ ଲାଇନ ରେ କଲ କରନ୍ତୁ |How to download Kalia yojana New list.

Kalia Yojana Help Line Number
Kalia Yojana Help Line Kalia Yojana Whatsapp number
1800-572-1122080-6117-4222
F. A. Q.

What Is Kalia Scheme?

The Kalia Yojana is dedicated for poor farmers of Odisha. This Yojana is Announced by Chief Minister of Odisha to help poor people.

Also, you may like some posts…

ହୁଏତ ଆପଣ ଜାଣିବାକୁ ଚାହିଁ ବେ | ଫୋନ ରେ କିପରି ଦିନକୁ ୫୦୦ ଟଙ୍କା ରୋଜଗାର କରିବେ ଏହା କିନ୍ତୁ ଇଂଲିଶ ରେ ଲେଖା ହୋଇଛି

Success4ever Tricks to earn more moeny

Satta tricks how to Win Satta King

Satta King 2019 Tricks of The Year

Ocean of Games all details

How to make money from home in india

Summary
how to download Kalia yojana New list | କାଳିଆ ଯୋଜନା ର ନୂଆ ଲିଷ୍ଟ
Article Name
how to download Kalia yojana New list | କାଳିଆ ଯୋଜନା ର ନୂଆ ଲିଷ୍ଟ
Description
how to download Kalia yojana new list | କାଳିଆ ଯୋଜନା ର ନୂଆ ଲିଷ୍ଟ |ମୁଖ୍ୟ ମନ୍ତ୍ରୀଙ୍କ ନୂଆ ନିୟମ ଜାଣିବା ପାଇଁ ପଢନ୍ତୁ how to download Kalia yojana new list
Author
Publisher Name
TOP POSTS
Publisher Logo

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.